ଠକ ବାବାଙ୍କର ଏଭଳି କଳା କାରନାମା ଦେଖି ଆପଣଙ୍କ ରକ୍ତ ବି ହୋଇଯିବ ଗରମ- ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାର ଠକ ବା ଭ-ଣ୍ଡ ବାବାଙ୍କର ପ୍ରା-ଦୁ-ର୍ଭା-ବ ଦିନକୁ ଦିନ ବଢିବାରେ ଲାଗିଛି । କିଛି ଲୋକ ମାନେ ଏହି ବାବାଙ୍କ ଚକରରେ ପଡି ନିଜର ହିଁ କ୍ଷ-ତି କରୁଛନ୍ତି ଯାହା ପାଇଁ ତାଙ୍କୁ ସାରା ଜୀବନ ଅନୁତାପ କରିବାକୁ ପଡୁଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଭ-ଣ୍ଡ ବାବାର କ-ଳା କା-ର-ନା-ମା ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ବିଶ୍ଵାସ କରି ପାରିବେ ନାହି ।

ଏହି ଭି-ଡି-ଓରେ ଜଣେ ଭ-ଣ୍ଡ ବାବା ଗୋଟେ ଝିଅ ସହ ଏପରି ଆଚରଣ କରୁଛି ଯାହା ନି-ନ୍ଦ-ନୀ-ୟ ଅଟେ । ସେହି ଝିଅ ଦେହରେ କୌଣସି ଆ-ତ୍ମା ଥିବାରୁ ସେହି ଭ-ଣ୍ଡ ବାବା ତାକୁ ବାହର କରିବା ପାଇଁ ଝିଅ ସହ ଏପରି ଖ-ରା-ପ ବ୍ୟ-ବ-ହା-ର କରୁଛି ଯାହାକୁ ଝିଅର ବାପା ନିଜେ ଦେଖିବା ସତ୍ବେ ମଧ୍ୟ କୌଣସି ପ୍ର-ତି-ବା-ଦ କରୁ ନାହି । ଅନ୍ୟ ଏକ ଭି-ଡି-ଓରେ ଜଣେ ଠକ ବାବା ନିଜ ଝିଅ ବୟସର ଝିଅ ମାନଙ୍କ ଦ୍ଵାରା ତେଲ ମାଲିସ କରୁଛି ଯାହା ଦେଖିବାକୁ ବହୁତ ଲ-ଜ୍ୟା ଜ-ନ-କ ଅଟେ ।

ସେ ବାବା ଜଣକ ତେଲ ମାଲିଶ କରିବା ସହ ଝିଅ ମାନଙ୍କ ସହ ଖ-ରା-ପ ଆ-ଚ-ର-ଣ କରୁଥିବାର ମଧ୍ୟ ନଜର ଆସୁଛି ଯାହା ସତରେ ଏକ ନି-ନ୍ଦ-ନୀ-ୟ ଘଟଣା ଅଟେ । ଅନ୍ୟ ଏକ ଭି-ଡି-ଓରେ ଜଣେ ବାବା ମହିଳା ମାନଙ୍କୁ କିସ କରି ସେମାନଙ୍କର କୌଣସି ଶାରୀରିକ ବା ମାନସିକ ରୋଗ ଥିଲେ ଭଲ କରିବାର ନଜର ଆସୁଛି । ସେଥିପାଇଁ ସେ ବାବାକୁ କି-ସି-ଙ୍ଗ ବାବା କୁହା ଯାଉଛି । ସେ ବାବା ପାଖରେ ଅଲୌକିକ ଶକ୍ତି ଥିବାର ମଧ୍ୟ ଦାବି କରିବା ସହ ଏକ ଆକର୍ଷଣୀୟ ଚୁମ୍ବକ ରହିଛି ଯେଉଁଥିରେ ସେ ମହିଳା ମାନଙ୍କର ଯେ କୌଣସି ରୋଗକୁ ଭଲ କରି ଦେବ ବୋଲି ଦାବି କରୁଛି ।

ପାଠ ନ ପଢିଥିବା ମହିଳାଙ୍କୁ ଏ ଭ-ଣ୍ଡ ବାବା ନିଜ ଜା-ଲ-ରେ ଫ-ସା-ଇ ଖ-ରା-ପ ଆ-ଚ-ର-ଣ କରୁଥିଲା । ସେଥିପାଇଁ ଭ-ଣ୍ଡ ବାବା ଯାହାର ନାଁ ହେଉଛି ରାମପ୍ରକାଶ ଚୌହାନ ଓ ତା ମା ମଧ୍ୟ ଏହି ଖ-ରା-ପ କାମରେ ତା ସହ ସାମିଲ ଥିବାରୁ ପୋଲିସ ତାଙ୍କୁ ଆ-ରେ-ଷ୍ଟ କରିଛି ।

କାରଣ ତା ମା ଗାଁ ରେ ଏହି ମିଛ କଥା ପ୍ରଚାର କରୁଥିଲା ଯେ ତା ପୁଅ ପାଖରେ ଅଲୌକିକ ଶକ୍ତି ରହିଛି । ଅନ୍ୟ ଏକ ଭି-ଡି-ଓରେ ଜଣେ ବାବା ଗୋଟେ ଝିଅ ସହ ଏମିତି ଖ-ରା-ପ ଆ-ଚ-ର-ଣ କରିଛି ଯାହା ସତରେ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ ।

ଏହି ଭି-ଡି-ଓ ରେ ସେ ଭ-ଣ୍ଡ ବାବା ଝିଅ ସହ ଏମିତି କିଛି କରିଛି ଯାହା ପାଇଁ ଝିଅଟି ପୁରା ଡଋ ଯାଇଛି । ଯେତେବେଳେ ଝିଅଟି ବାବା ଘରୁ ବାହାରି ଆସିଲା ସେହି ସମୟରେ ଲୋକ ମାନେ ଏହି ଭି-ଡି-ଓ କରି ବାବାକୁ ଅନେକ ପ୍ରଶ୍ନ କରିଥିଲେ । ବାସ୍ତବରେ ଆମ ଦେଶରେ କିଛି ଲୋକଙ୍କର ଅ-ନ୍ଧ-ବି-ଶ୍ଵା-ସ ପାଇଁ ଏହିଭଳି ଭ-ଣ୍ଡ ବାବାଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *