ଭାଇରାଲ ହେଇଥିବା ଏହି Video ପଛର ରାଜ ଜାଣି ଆଶ୍ଚର୍ଯ୍ୟ ହେବେ… ଦେଖନ୍ତୁ

ଆଜିର ଇଣ୍ଟରନେଟ ଦୁନିଆରେ ଲୋକ ମାନେ ଘରେ ବସି ଦେଶ ବିଦେଶରେ ଘଟୁଥିବା ଘଟଣା ବାବଦରେ ଜାଣି ପାରୁଛନ୍ତି । ଘରେ ବସି ମୋବାଇଲ ଜରିଆରେ ଲୋକ ମାନେ ବିଚିତ୍ର ଓ ଅଦଭୂତ ଘଟଣା ସମ୍ପର୍କ ରେ ଇଣ୍ଟରନେଟ ଜରିଆରେ ଜାଣି ପାରୁଛନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଘଟଣା ହେଉଛି ଅଗଷ୍ଟ ୨୦୨୧ ର । ଫେସବୁକ ଓ ହ୍ଵାଟସପ ରେ ଏମିତି ଏକ ଭିଡିଓ ଭାଇରାଲ ହୋଇଥିଲା ଯାହା ପରେ ମିଛ ବୋଲି ଜଣା ପଡିଲା । ଏହି ଭିଡିଓ ରେ ଜଣେ ବ୍ୟକ୍ତି କଦଳୀରୁ ୱାମ ଟାଇପର ପୋକ ବାହାର କରୁଛନ୍ତି । ଏହା ସହ ବ୍ୟକ୍ତି ଜଣକ ମ୍ଯାସେଜରେ ଲେଖିଛନ୍ତି ଯେ ସୁମାଲାୟରୁ ବଜାରରେ ପ୍ରାୟ ୫୦୦ ଟନ କଦଳୀ ଆମଦାନୀ ହେଉଛି ।

ଏହି କଦଳୀରେ ହେଲିକୋବ୍ୟାକ୍ଟର ନାମକ ଫମ ମିଳୁଛି । ଯାହା ଦ୍ଵାରା ବ୍ୟକ୍ତି ୧୨ ଘଣ୍ଟା ରେ ମୃତ୍ୟୁବରଣ କରିପାରେ । କିନ୍ତୁ ପରେ ଏହି ଭିଡିଓ ର ସତ୍ୟତା ସାମନାକୁ ଆସିଥିଲା । ସୂଚନା ଅନୁସାରେ ଏହି ଭିଡିଓ ରେ କଦଳୀ ସୁମାଲାୟରୁ ଆସିବା କଥା ମିଛ କଥା ଅଟେ । କାରଣ ସୁମାଳୟାରେ କଦଳୀ ଆମଦାନୀ ହୁଏ ନାହି ।

ଏହା ବ୍ଯତୀତ ହେଲିକୋବ୍ୟାକ୍ଟର ନାମକ କୌଣସି ଫମ ନାହି ବର୍ମ ବ୍ୟାକ୍ଟେରିୟା ଅଛି ଯାହା ଖାଲି ଆଖି ରେ ଦେଖାଯାଏ ନାହି । ତେଣୁ ଏହି ସ୍ମପୂର୍ଣ୍ଣ ଭିଡିଓ ଟି ମିଛ ଅଟେ । ତେବେ ଏଥିରୁ ଏହା ସ୍ପଷ୍ଟ ହେଉଛି କି ଇଣ୍ଟରନେଟ ରେ କେତେ ପ୍ରକାରର ମିଛ ଭିଡିଓ ଭାଇରାଲ କରା ଯାଉଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ଝିଅ ନିଜ ଗାଡିକୁ ପେଟ୍ରୋଲ ଟାଙ୍କିରେ ରଖି ପେଟ୍ରୋଲ ରେ ଗଡାଇ ଧୋଉ ଥିବର ଖବର ଇଣ୍ଟର ନେଟରେ ପ୍ରଚାର ହୋଇଥିଲା । ଯାହାକୁ କିଛି ଲୋକ ମାନେ କ୍ୟାପଚାର କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଲୋକ ଏମାନେ ଏହି ଭିଡୋ ଦେଖିବା ପରେ ଝିଅର ମୁର୍ଖାମି ଉପରେ ବହୁତ ହସିଥିଲେ । କିନ୍ତୁ ଏହି ଭିଡିଓ ଋ ସମ୍ପୂର୍ଣ୍ଣ ମିଛ ଅଟେ ।

କାରଣ ଝିଅଟି ଯେଉଁ ପେଟ୍ରୋଲ ଟାଙ୍କିରେ ଠିଆ ହେବାର ନଜର ଆସୁଛି ତାହା ପ୍ରକୃତରେ ଗାଡି ଢୋଇବା ସ୍ଥାନ ରହିଛି । ଏହା ସହ ଝିଅଟି ପେଟ୍ରୋଲ ଭଳି ଦେଖା ଯାଉଥିବା ପାଣି ବ୍ୟବହାର କରୁଛି । ଏହା ଛଡା ଝିଅଟି ଯେଉଁ ପାଇପ ହାତରେ ଧରିଛି ତାହା କେବଳ ଗାଡି ଢୋଇବା ସମୟରେ ବ୍ୟବହାର କରା ଯାଇଥାଏ ।

ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତି ଅଭିନେତା ସୁଶାନ୍ତ ସିଂଙ୍କ ନିଧନ ପରେ ତାଙ୍କ ଆତ୍ମା ସହ କଥା ହେଉଥିବାର ଦାବି କରି କିଛି ଭିଡିଓ ଭାଇରାଲ କରିବାରେ ଲାଗିଲେ । କିନ୍ତୁ ପରେ ଜଣା ପଡିଲା କି ଇଣ୍ଟରବିୟୁରେ ସୁଶାନ୍ତ ସିଂ ଯେଉଁ କଥା ହୋଇଥିଲେ ତାରା ଏଡିଟ କରାଯାଇ ଏପରି ମିଛ ଭିଡିଓ କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *