କେହି ୭୫ ତ କେହି ୪୨ ବୟସରେ ମଧ୍ୟ ଅଛନ୍ତି କୁଆଁରୀ, ବଲୀଉଡର ଏହି ଅଭିନେତ୍ରୀ ମାନେ କରି ନାହାନ୍ତି ବିବାହ

ବିବାହ ବହୁତ ବଡ ନିଷ୍ପତ୍ତି ଅଟେ, ତେବେ ମଣିଷ ଭିତରେ ପ୍ରେମ ଭାବନା ଭଗବାନ ଦେଇଛନ୍ତି, ତେବେ ମଣିଷ ନିଜ ଜୀବନରେ ବିବାହ ସଠିକ ବୟସ ଆସିଲେ କରିଥାଏ କେତେ ଲୋକ ଅରେଞ୍ଜ ମେରେଜ କରିଥାନ୍ତି ଓ କେତେ ପ୍ରେମ ବିବାହ କରିଥାନ୍ତି । ତେବେ ବହୁତ ଏମିତି ଅଭିନେତ୍ରୀ ଏବେ ବି ଅଛନ୍ତି ଯିଏ ତାଙ୍କ ଜୀବନରେ ବିବାହ କରି ନାହାନ୍ତି ଓ ଏକୁଟିଆ ନିଜ ଜୀବନ ନିଜ ପରିବାର ସହ ସମୟ ବିତେଇଛନ୍ତି ।

ତେବେ ଆସନ୍ତୁ ଜାଣିବା ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ କରି ନାହାନ୍ତି ବିବାହ ।

Image Courtesy: Google

ନନ୍ଦା :

ନନ୍ଦା ଅଭିନେତ୍ରୀ ନିଜ ସମୟରେ ବହୁତ ପ୍ରଚଳିତ ଅଭିନେତ୍ରୀଥିଲେ ସେ ନିଜ ସମୟରେ ବହୁତ ସୁପର ହିଟ ଫିଲ୍ମ ଦେଇଥିଲେ । ତେବେ ନନ୍ଦା ନିଜ ସମୟରେ ବହୁତ ପରିଶ୍ରମ ଦ୍ଵାରା ଦର୍ଶକଙ୍କ ମନ କିଣିଥିଲେ । ଖବର ଅନୁଯାଇ ନନ୍ଦାଙ୍କ ନିର୍ବନ୍ଧ ମନମୋହନ ଦେସାଇ ସହ ହୋଇଥିଲା କିନ୍ତୁ ବିବାହ ଆଗରୁ ମନମୋହନ ଦେସାଇଙ୍କ ନିଧନ ହୋଇଥିଲା ଯାହା ପରେ ନନ୍ଦ ଜୀବନ ସାରା ବିବାହ କଋ ନାହାନ୍ତି । ୨୦୧୪ରେ ନନ୍ଦଙ୍କ ନିଧନ ହୋଇଥିଲା ।

ସୁଲୋଚନା ପଣ୍ଡିତ :

ସୁଲୋଚନା ପଣ୍ଡିତ ବହୁତ କମ ବୟସରେ କିଶୋର କୁମାର ସହ ସ୍ଟେଜ ଶୋ କରିଥିଲେ । ସୁଲୋଚନା ନିଜ ପରିଶ୍ରମ ଓ ନିଜ ସ୍ଵର ଦ୍ଵାରା ସମସ୍ତଙ୍କ ମନ କିଣି ନେଇଥିଲେ ତେବେ ସୁଲୋଚନା ସଂଜୀବ କୁମାରକୁ ଭଲ ପାଉଥିଲେ କିନ୍ତୁ ତାଙ୍କ ବିବାହ ମଧ୍ୟ ସଂଜୀବ କୁମାର ସହ ହୋଇ ପାରିଲା ନାହିଁ ଯାହା ପରେ ସେ ଜୀବନ ସାରା ବିବାହ କରି ନଥିଲେ ।

Image Courtesy: Google

ଆଶା ପାରେକ :

ଆଶା ପାରେକ ବଲୀଉଡ ଜଗତ ବହୁତ ବଡ ନା ଅଟନ୍ତି, ତାଙ୍କ ଆତ୍ମକଥା ରେ ଆଶା ପାରେକ କହିଛନ୍ତି ଯେ ସେ ନିଜ ଜୀବନରେ କେବଳ ନାସୀର ହୁସେନଙ୍କୁ ପ୍ରେମ କରିଥିଲେ ଓ ତାଙ୍କୁ ବିବାହ କରିବା ପାଇଁ ଇଛା କରିଥିଲେ, ତେବେ ବିବାହ ନକରିବାର କାରଣ ପାଇଁ ଆଶା ପାରେକ କହିଥିଲେ ଯେ ମୁଁ କାହା ଘର ଭାଙ୍ଗିବାକୁ ଚାହୁଁନଥିଲି ଓ ଏହି କଥା କାହାକୁ କହିବାକୁ ମଧ୍ୟ ଚାହୁଁ ନଥିଲି କିନ୍ତୁ ଯେହେତୁ ମୁଁ ନିଜ ଆତ୍ମକଥା ଲେଖୁଛି ଏହା ମୋ ପାଇଁ ଆବଶ୍ୟକ ଅଟେ ଯେ ମୁଁ କାହାକୁ ପସନ୍ଦ କରୁଥିଲି ତାହା ଲେଖିବୀ, ତେବେ ଆଶା ପାରେକ କାହା ସହ ବିବାହ କରି ନଥିଲେ ।

Image Courtesy: Google

ତବ୍ବୁ :

ଆପଣ ମାନେ ତବ୍ବୁଙ୍କ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ତେବେ ତବ୍ବୁ ବର୍ତମାନ ୪୬ ବର୍ଷ ର ହୋଇଛନ୍ତି ଓ ସେ ବର୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି, ତେବେ ଖବର ଅନୁଯାଇ କେବେ ତାଙ୍କର ଅଫେଅର ଫିଲ୍ମ ମେକର ସାଜିଦ ନାଡିଆଡୱାଲା ବା ସାଉଥ ସୁପର ଷ୍ଟାର ନାଗାର୍ଜୁନ ସହ ଥିଲା କିନ୍ତୁ ସେ କାହାକୁ ବିବାହ କରି ନାହାନ୍ତି ଓ ଏବେ ବି ତବ୍ବୁ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *