ଟ୍ରାଫିକ ନିୟମରେ ପରିବର୍ତ୍ତନ: ନିୟମ ଉଲଂଘନ କଲେ ମିଳିବ ଏହି ଦଣ୍ଡ, ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଟ୍ରାଫିକ କୁ ନେଇ ଅନେକ ନିୟମ ରହିଛି । କିନ୍ତୁ କିଛି ଲୋକ ମାନେ ଏହାର ପାଳନ କରୁଛନ୍ତି ତ ଆଉ କିଛି ଟ୍ରାଫିକ ନିୟମର ଉଲଂଘନ କରୁଛନ୍ତି । ଯାହା ପାଇଁ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡୁଛି ତ ଆଉ କିଛି କ୍ଷେତ୍ର ରେ ସେମାନଙ୍କର ଚାଲାଣ କଟା ଯାଉଛି । ଆଜିର ଆମର ଏହି ଲେଖା ରେ ଟ୍ରାଫିକ ନିୟମ ଉଲଂଘନ କରି କେଉଁ ଭଳି ଦଣ୍ଡ ମିଳିଛି ସେହି ବିଷୟରେ କହିବାକୁ ଯାଉଛୁ ।

ଟ୍ରାଫିକ ନିୟମ ଭଙ୍ଗ କରିବା ହେତୁ ସେହି ବ୍ୟକ୍ତି କୁ ଅଧ ଘଣ୍ଟା ପାଇଁ ଟ୍ରାଫିକ ଠିଆ ହୋଇ ରହିବାକୁ ଦିଆ ଯାଉଛି । ଏହି ଭଳି ଦୃଶ୍ୟ ମଧ୍ୟ ପ୍ରଦେଶର ଇନ୍ଦୋର ରେ ଦେଖିବାକୁ ମିଳିଛି । ସେଠିକାର ପୋ-ଲି-ସ ଯେଉଁ ମାନେ ଟ୍ରାଫିକ ନିୟମ ଭଙ୍ଗ କରୁଛନ୍ତି ଏହି ଭଳି ଦଣ୍ଡ ଦେଉଛି ।

ଲୋକ ମାନଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବା ପାଇଁ ଇନ୍ଦୋର ର ପୋ-ଲି-ସ ଏହି ଭଳି ଅଭିନବ ପଦକ୍ଷେପ ଲାଗୁ କରିଛି । ଟ୍ରାଫିକ ନିୟମ ଭଙ୍ଗ ପରେ ଯେଉଁ ମାନେ ଚାଲାଣ ପାଇଁ ରାଜି ହେଉ ନାହାନ୍ତି ସେମାନଙ୍କୁ ଅଧ ଘଣ୍ଟା ପାଇଁ ଟ୍ରାଫିକ ସମ୍ବାଳିବା ପାଇଁ ଦାୟିତ୍ଵ ଦିଆ ଯାଉଛି ।

ଏହି ଭିଡିଓ ରେ ଜଣେ ଝିଅ ଟ୍ରାଫିକ ନିୟମ ଭଙ୍ଗ କରି ସେଠାରୁ ଖସି ଚାଲି ଯାଉଥିବା ସମୟରେ ପୋ-ଲି-ସ ତାକୁ ଧରିଛି । ଏହା ପରେ ଝିଅ ର ଚାଲାଣ କଟା ଯାଇଥିଲା କିନ୍ତୁ ସେ ଚାଲାଣ ଦେବାକୁ ମନା କରି ଦେଇଥିଲା । ଏହା ପରେ ଇନ୍ଦୋର ପୋ-ଲି-ସ ସେହି ଝିଅ କୁ ଟ୍ରାଫିକ ନିୟମ ଉଲଂଘନ କରିବା ପାଇଁ ଓ ଚାଲାଣ ନ ଦେବା ପାଇଁ ଅଧ ଘଣ୍ଟା ପାଇଁ ଟ୍ରାଫିକ ର ଦାୟିତ୍ଵ ନେବା ପାଇଁ ଦେଇଛି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ଝିଅ ଟି ନିଜ ମତରେ କହିଛି ସେ ସର୍ଟ କଟ ଦେଇ ଯାଉଥିବା ବେଳେ ପୋ-ଲି-ସ ତାକୁ ଧରିଛି । କିନ୍ତୁ ଟ୍ରାଫିକ ରେ ଠିଆ ହୋଇ ତାକୁ କିଛି ଶିଖିବାକୁ ମିଳିଛି ବୋଲି ଝିଅ ଟି ନିଜ ରାଏ ରେ କହିଛି । ତେବେ ଇନ୍ଦୋର ପୋ-ଲି-ସ ର ଏହି ଭଳି ନୂଆ ନିୟମ ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *