ତୁଳା ରାଶି ୧୦ ଓ ୧୧ ଅକ୍ଟୋବର ପାଇଁ ରେଡି ହୋଇଯାଆନ୍ତୁ, ଏବେ ଯାହା ହବ ସହି ପାରିବେ ନାହିଁ- ଯଦି ଆପଣଙ୍କର ବି ରାଶି ତୁଳା ତ ନିଶ୍ଚୟ ଦେଖନ୍ତୁ

ଆପଣଙ୍କୁ ଆମେ ପ୍ରଥମେ ଏହି କଥା କହିବାକୁ ଚାହୁଁଛୁ ଯେ ୧୦ ଓ ୧୧ ଅକ୍ଟୋବର କିଛି ତୁଳା ଜାତକ ମାନଙ୍କ ପାଇଁ ଭଲ ରହିବ ତେବେ କିଛି ଜାତକ ପାଇଁ ଖରାପ ହବାକୁ ଯାଉଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ବିସ୍ତାର ସହ କହିବୁ ଯେ ଆପଣଙ୍କୁ କଣ କରିବା ଉଚିତ ଓ କଣ ନକରିବା ଉଚିତ ।

ଚନ୍ଦ୍ରମା ବୃଷ ରାଶିରେ ରହିବେ, ଓ ସୂର୍ଯ୍ୟ କନ୍ୟା ରାଶିରେ ରହିବେ । ଆପଣଙ୍କ ରାହୁ କାଳ ୧:୪୫ରୁ ୩:୧୦ ପର୍ଯ୍ୟନ୍ତ ରହିବ, ଏହି ସମୟରେ ଆପଣ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ତେବେ ୧୧:୧୫ରୁ ୧୨:୫୫ ପର୍ଯ୍ୟନ୍ତ ଆପଣଙ୍କ ଶୁଭ ସମୟ ଅଟେ ଏହି ସମୟରେ ଆପାନ ନିଜ ଇଛା ଅନୁଯାଇ କୌଣସି ଶୁଭ କାର୍ଯ୍ୟ କରି ପାରିବେ ।

ତୁଳା ରାଶି ଜାତକ ମାନଙ୍କୁ କୌଣସି ପ୍ରକାର ଖର୍ଚ କରିବାରୁ ବଞ୍ଚିବାର ଅଛି, ଆପଣାଙ୍କ ଜୀବନରେ ଆଗକୁ ଆର୍ଥିକ ସମସ୍ଯା ଆସିବାକୁ ଯାଉଛି ଯାହା ପାଇଁ ଆପଣଙ୍କୁ ଏବେ ଠାରୁ ସତର୍କ ରହିବାକୁ ହବ । କେବେ ବି ବିନା କାରଣରେ ଖର୍ଚ କରନ୍ତୁ ନାହିଁ ଆପଣଙ୍କ ଜୀବନରେ ବହୁତ କିଛି ବଦଳିବାକୁ ଯାଉଛି ତେବେ କୌଣସି ଆବଶ୍ୟକ ଜିନିଷ ହେଲେ ଖର୍ଚ କରନ୍ତୁ । ବିଦ୍ୟାର୍ଥୀ ମାନଙ୍କୁ ନିଜ ବିଦ୍ୟା କ୍ଷେତ୍ରରେ ବହୁତ ଭଲ ପରିଣାମ ଦେଖିବାକୁ ମିଳିବ । ବିଦ୍ୟାର୍ଥୀ ମାନଙ୍କୁ ନିଜ ପାଠ ପଢା ଉପରେ ଧ୍ୟାନ ରଖିବା ବହୁତ ଆବଶ୍ୟକ ଅଟେ ।

କୌଣସି ପ୍ରକାର ଫାଲ୍ତୁ କାମରେ ମନ ଦିଅନ୍ତୁ ନାହିଁ ନଚେତ ଭଲ ଫଳ ମଧ୍ୟ ଖରାପ ହୋଇପାରେ । ଆପଣଙ୍କୁ ନିଜ ବ୍ୟବହାର ଓ କଥା ଉପରେ ନିୟନ୍ତ୍ରଣ ରଖିବାକୁ ହବ କାହିଁକିନା ଆପଣଙ୍କ ମୁଡ ଏହି ସମୟରେ ଖରାପ ରହିପାରେ ସେଥିପାଇଁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ସମସ୍ତେ ଗୋଟେ ପ୍ରକାର ନୁହନ୍ତି, ଆପଣଙ୍କ ଜୀବନରେ ଏମିତି କିଛି ହବ ଯାହା ଅନ୍ୟ ମାନଙ୍କ ସହ ହବ ନାହିଁ କାହିଁକିନା ଲୋକଙ୍କ ସ୍ଵଭାବ ସହ ତାଙ୍କ ଭାଗ୍ୟ ମଧ୍ୟ ବହୁତ ଅଲଗା ହୋଇଥାଏ ।

Image Courtesy: Google

ଜୀବନରେ କୌଣସି ଖରାପ ସମୟରେ ମଧ୍ୟ ଲୋକଙ୍କୁ ନିଜ ଭଲ ଗୁଣ ଖରାପ କରିବା ଉଚିତ ନୁହଁ ଓ ବହୁତ ଭଲ ସମୟରେ ଗର୍ବ କରିବା ଉଚିତ ନୁହ ଏହା ଦ୍ଵାରା ସବୁ କିଛି ଖରାପ ହୋଇଥାଏ । ତୁଳା ରାଶି ଜାତକ ନିଜ ଜୀବନ ସବୁ ନିଷ୍ପତ୍ତି ବହୁତ ଭାବି ଚିନ୍ତି ମାପିକି କରିଥାନ୍ତି, ତାଙ୍କ ଜୀବନରେ ସେ କୌଣସି ନୂଆ ଭାବନାକୁ ବୁଝିବା ପାଇଁ ବହୁତ ସମୟ ଲଗେଇଥାନ୍ତି । ତେବେ ଏହି ସମାୟ ତୁଳା ରାଶି ପାଇଁ ଉଚିତ ନୁହ ସେଥିପାଇଁ ଯେତେ ସାବଧାନ ରୁହନ୍ତି ସେତେଭଲ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *