ଓଡିଆ ଆକ୍ଟ୍ରେସ Chhandita Padhi ନିଜ ବିବାହକୁ ନେଇ କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ରେ ଏଭଳି କଳାକାର ମାନେ ରହିଛନ୍ତି ଯାହାଙ୍କୁ ଆମ୍ଭେ ସବୁଦିନ ଟିଭି ପରଦାରେ ଦେଖିଲେ ମଧ୍ୟ କେବେ ବିରକ୍ତ ହୋଇ ନଥାଉ । କାରଣ ସେମାନେ ତାଙ୍କର ସୁନ୍ଦର ଅଭିନୟ ତଥା ଭାବଢଙ୍ଗୀ ରେ ସମସ୍ତ ଦର୍ଶକଙ୍କ ହୃଦୟ ଜିତିବା ସହିତ ତାଙ୍କ ମନ କୁ ଅଭିନୟ ଜରିଆରେ ମୋହୀ ନେଇଥାନ୍ତି ।

ବନ୍ଧୁଗଣ ଆଜି ଆମ୍ଭେ ଓଡିଆ ଧାରାବାହୀକ “ତୁଲସୀ” ରେ ଅଭିନୟ କରି ଫେମସ ହୋଇଥିବା (ଲିସା) ଛନ୍ଦିତା ପାଢୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ବନ୍ଧୁଗଣ, ଆପଣ ସମସ୍ତେ ଛନ୍ଦିତା ଙ୍କୁ ଟିଭି ପରଦାରେ ଅଭିନୟ କରିଥିବାର ଦେଖିଛନ୍ତି । ବନ୍ଧୁଗଣ ସେ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କ ଅଭିନୟ କାରଣରୁ ତାଙ୍କର ସୋସିଆଲ ମିଡିଆ ରେ ଅନେକ ଫ୍ୟାନ୍ସ ମଧ୍ୟ ହୋଇଗଲେଣି । ଛନ୍ଦିତା ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ସିରିୟଲ ରେ ଅଭିନୟ କରି ସଫଳତା ର ପାହାଚ ଚଢିବାକୁ ଲାଗିଛନ୍ତି ।

କିନ୍ତୁ କିଛିଦିନ ହେବ ରାଜ୍ୟର ସ୍ଥିତି ଗମ୍ଭୀର ଥିବାରୁ ଲକ ଡାଉନ ସମୟରେ ସିରିୟଲ ବନ୍ଧ ରହିଅଛି । ମାତ୍ର ପୁଣି ଥରେ ସ୍ଥିତି ଅଳ୍ପ ମାତ୍ରାରେ ସୁଧୁରିବାରୁ ଖୁବ ଶୀଘ୍ର ସେ ପୁଣି ଥରେ ଏକ ନୂତନ ଅନ୍ଦାଜ ରେ ଟିଭି ପରଦାରେ ଆସିବାକୁ ଯାଉଛନ୍ତି । ବନ୍ଧୁଗଣ ଏହାକୁ ନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସି ନିଜ ଫ୍ୟାନ୍ସ ମାନଙ୍କ ସହିତ କିଛି ବିଶେଷ କଥା ସେୟାର କରିଥିଲେ ।

ଆସନ୍ତୁ ଜାଣିବା ସେହି ସବୁ କଥା ମାନଙ୍କ ସମ୍ବନ୍ଧରେ । ବନ୍ଧୁଗଣ ଛନ୍ଦିତା ର ଫ୍ୟାନ୍ସ ମାନଙ୍କ ମଧ୍ୟରୁ କେହି ଜଣେ ତାଙ୍କୁ ପଚାରିଲେ ଯେ, ଆପଣ ବିବାହ କେବେ କରୁଛନ୍ତି ? ଛନ୍ଦିତା କହିଲେ ଆପଣ ମାନଙ୍କ ଭଲ ପାଇବା ଯୋଗୁଁ ମୁଁ ବହୁତ ଆଗକୁ ଯାଉଅଛି । ବର୍ତ୍ତମାନ ଏକୁଟିଆ ଅଛି ଭଲ କାମ କରୁଛି । ଏହାକୁ ନେଇ ମୁଁ ବହୁତ ଖୁସି ଅଛି । ଆପଣ ମାନଙ୍କ ସହିତ ସବୁକିଛି ସେୟାର କରୁଛି ।

ଯେତେବେଳେ ବିବାହ ସମୟ ଆସିବ ମୁଁ ନିଶ୍ଚିତ କରିବି ଏବଂ ଆପଣ ମାନେ ନିଶ୍ଚିତ ତାହା ଜାଣିଯିବେ । ଏହାପରେ ନିଜର ଫ୍ୟାନ୍ସ ମାନଙ୍କୁ କହିଥିଲେ ଯେ, ସିଦ୍ଧାର୍ଥ ଟିଭି ରେ ମୋର ପରବର୍ତ୍ତୀ ସିରିୟଲ ଆସୁଅଛି “ମଙ୍ଗୁଳା କନ୍ୟା” । ଏହି ସିରିୟଲ ଟିକୁ ବହୁତ ବଡ କରି ପ୍ଳାନ କରାଯାଇଅଛି ।

ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଏହି ସିରିୟଲ ଟି ଭଲ ଲାଗିବ । ଛନ୍ଦିତା କହିଥିଲେ ଯେ, ବର୍ତ୍ତମାନ ସରକାର ଙ୍କ ଗାଇଡ ଲାଇନ ଅନୁସାରେ ଆମ୍ଭେ କୌଣସି ପ୍ରକାରର ସୁ-ଟି-ଙ୍ଗ କରି ପାରିବା ନାହିଁ ।

ମାତ୍ର ବହୁତ ଶୀଘ୍ର ଆପଣ ମାନେ ଏହି ସିରିୟଲ ଟି ପରଦାରେ ଦେଖିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *