Varsha ଙ୍କ ବିରୁଦ୍ଧରେ ମିଡିଆ ଆଗରେ ମୁହଁ ଖୋଲିଲେ Anubhab Mohanty, କହିଲେ କିଛି ଏମିତି…ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବର୍ଷା ଅନୁଭବ ବିବାହ ବିଛେଦ ମାମଲାରେ ଆଜି ପାରିବାରିକ ଅଦାଲତରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ହେଲେ ଆଜି ଶୁଣାଣି ବେଳେ ହାଜର ହୋଇ ନାହାନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଗଷ୍ଟ ୧୦ରେ ମାମଲାର ପରବର୍ତୀ ଶୁଣାଣି ହେବ ।

ପୂର୍ବ ଉଭୟ ୨ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି । ପାରିବାରିକ ଅଦାଲତରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ଅନୁଭବ । ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନି-ର୍ଯା-ତ-ନା ଏବଂ ତାଙ୍କୁ ଅ-ତ୍ୟା-ଚା-ର କରା ଯାଉଛି ବୋଲି କେ-ସ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ।

ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା । କିନ୍ତୁ ବର୍ଷା ଓ ଅନୁଭବଙ୍କର କେସର ବିଚାର ବର୍ତ୍ତମାନ କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ଚାଲିଛି । ବହୁତ ଦିନ ପରେ ଦୁହେଁ କୋର୍ଟରେ ଡେଟ ଅନୁସାରେ ହାଜର ହୋଇଥିଲେ ।

ଏହା ପରେ କାଉନସିଲର ତାଙ୍କୁ ପୁଣି ଥରେ ଏକାଠି ହେବା ପାଇଁ ବହୁତ ସମୟ ଧରି ବୁଝାଇ ଥିଲେ । ଏହା ସହ କୋର୍ଟର ଜଜ ମଧ୍ୟ ଅନୁଭବ ଓ ବର୍ଷାଙ୍କୁ ଏକାଠି ହେବା ପାଇଁ ପରାମର୍ଶ ଦେବା ସହ ବୁଝାଇ ଥିଲେ ।

ଅନେକ ବୁଝାମଣା ପରେ ମଧ୍ୟ ଅନୁଭବ ବର୍ଷାଙ୍କ ସହ ଆଗାମୀ ଦିନରେ ଏକାଠି ରହିବା ପାଇଁ ମନା କରିଥିଲେ । ତେବେ ମିଡ଼ିଆ ଵାଲା ଙ୍କ ଆଗରେ ଅନୁଭବ କହିଥିଲେ କି ମୁଁ ଶ୍ରୀ ଜଗନ୍ନାଥ ଙ୍କ ଆଗରେ ପ୍ରାର୍ଥନା କରୁଛି କି ସେ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଏବଂ ବର୍ଷା ମଧ୍ୟ ଖୁସି ରେ ରୁହନ୍ତୁ । ସେ ମିଡ଼ିଆ କୁ କହିଥିଲେ କି ବର୍ଷା ଆପଣ ଙ୍କୁ ବହୁତ ଭଲ ଭାବରେ ଦୂରତା ରଖୁଛନ୍ତି କିଛି କହୁ ନାହାନ୍ତି ଏବଂ କୌଣସି ନିଷ୍ପତ୍ତି ରେ ଏ ପର୍ଯ୍ୟନ୍ତ ପହଁଚି ପାରୁ ନାହାଁନ୍ତି ।

ନିଜ ଓକିଲ ଙ୍କ ସହ କଥା ହୋଇ କୌଣସି ଏକ ଶେଷ ନିଷ୍ପତ୍ତି ନେବା ଉଚିତ । ଯଦି ଏଭଳି ଭାବରେ ଆଗକୁ ହୁଏ ତେବେ ସେ ଭଲ ପାଇବା ଉପରୁ ନିଜର ଭରସା ଉଠିଯିବ । ସେ ଜଣଙ୍କୁ ଭଲ ପାଇ ବିବାହ କରିଥିଲେ ଏବଂ ସେ ତାଙ୍କ ଠାରୁ ଏଭଳି କିଛି ଆଶା କରି ନଥିଲେ ତେବେ ତଥାପି ସେ ଏପର୍ଯ୍ୟନ୍ତ ବର୍ଷାଙ୍କୁ ସମ୍ମାନ ଦେଉଛନ୍ତି ଏବଂ ଖୁସି ରେ ରୁହନ୍ତୁ ବୋଲି ପାର୍ଥନା କରିଛନ୍ତି । ଏଥିରେ ଆପଣ ମାନଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *