ଏତେ ଟଙ୍କା ଅଛି କି ପାଣି ଭଳି ବାହାନ୍ତି ପଇସା, 7 Richest ବଲୀଉଡ ଅଭିନେତ୍ରୀ….

ବଲୀଉଡ ଦୁନିଆ ଆଜି ହଲିଉଡକୁ ମଧ୍ୟ ଟକର ଦେଉଛି ଏଠାରେ ପ୍ରସିଦ୍ଧ ହୋଇଥିବା ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ରୋଜଗାର ଦିନକୁ ଦିନ ବଢି ବଢି ଯାଉଛି ଏହାର ମୁଖ୍ୟ କାରଣ ଆମ ଦେଶରେ ସିନେମା ପାଇଁ ଦର୍ଶକ ମାନଙ୍କ ଭଲ ପାଇବା । ଆଜିବି ୧୨୦୦ ଠାରୁ ଅଧିକ ଫିଲ୍ମ ଗୋଟେ ବର୍ଷରେ ଚାଲିଥାଏ ଆଉ ଏହାକୁ ବନେଇବାରେ ଯେତେ ଟଙ୍କା ଖର୍ଚ ହୋଇଥାଏ ତା କେତେ ଗୁଣ ଅଧିକ ଦର୍ଶକ ମାନଙ୍କ ତରଫରୁ ମିଳିଥାଏ ।

ତେବେ ସିନେମା ଦୁନିଆରେ ବହୁତ କମ ସମୟରେ ବହୁତ ଅଭିନେତ୍ରୀ ମାନେ ବହୁତ ଟଙ୍କା ରୋଜଗାର କରି ନିଜ ବ୍ଯାଙ୍କ ବେଲେନ୍ସ ବନେଇ ନେଇଛନ୍ତି । ତେବେ ଆଜି ଆମେ ଏମିତି କିଛି ଅଭିନେତ୍ୟୃ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବ୍ୟାଙ୍କ ବାଲାନ୍ସ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ କରିବେ ।

୧. ପରିନିତି ଚୋପରା :

ଆପଣ ମାନେ ପରିନିତି ଚୋପରାଙ୍କୁ ବହୁତ ଫିଲମରେ କାମ କରିଥିବାର ଦେଖିଥିବେ ତେବେ ପରିନିତିଙ୍କ ଜନ୍ମ ୧୯୯୮ ହରିୟାନାର ଅମ୍ବାଲା ଜିଲାରେ ହୋଇଥିଲା । ତାଙ୍କ ସ୍କୁଲ ପାଠ ପଢା ଅମ୍ବାଲାରେ ହୋଇଥିଲା ଯାହା ପରେ ସେ ଲଣ୍ଡନ ପାଠ ପଢିବାକୁ ଗଲେ ଆଉ ଅଭିନେତ୍ରୀ ହବା ପାଇଁ ମୁମ୍ବାଇ ଆସିଥିଲେ ଆଜି ସେ ୬୦ କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ପରିନିତି ନିଜ ଗୋଟେ ଫିଲ୍ମ ପାଇଁ ୩ରୁ ୪ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି ।

୨. ସ୍ରୁତି ହସନ :

ଆପଣ ମାନେ କମଳ ହସନ ସାଉଥ ସୁପର ଷ୍ଟାର ଝିଅ ସ୍ରୁତି ହସନଙ୍କୁ ଜାଣିଥିବେ ତାଙ୍କ ହସ ର ସମସ୍ତେ ଦିବାନା ଅଟନ୍ତି । ସ୍ରୁତି ସାଉଥ ସହ ମଳୟାଲାମ ଆଉ ବଲୀଉଡରେ ମଧ୍ୟ କାମ କରିଛି । ସ୍ରୁତି ହସନ ବହୁତ ବ୍ରାଣ୍ଡ ମାନଙ୍କ ବ୍ରାଣ୍ଡଆମ୍ବାସଡର ମଧ୍ୟ ରହିଛନ୍ତି, ତେବେ ସ୍ରୁତି ହସନଙ୍କ ସମ୍ପତ୍ତି ୬୫ କୋଟି ଟଙ୍କା ଅଟେ ସେ ଗୋତେ ଫିଲ୍ମ ପାଇଁ ୫ରୁ ୬ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୩. ସୋନାମ କପୁର :

ସୋନାମ କପୁରଙ୍କୁ କିଏ ଅବା ଜାଣି ନାହିଁ ତାଙ୍କ ଅଭିନୟ ଯେତେ ଭଲ ତାଙ୍କ ସୁନ୍ଦରତା ସେତେ ଆକର୍ଷକ ଲାଗିଥାଏ । ସୋନାମ ୧୯୮୫ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସେ ତାଙ୍କ ପାଠ ମୁମ୍ବାଇ ଆଉ ସିଙ୍ଗାପୁରରୁ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ୭୫ କୋଟି ଟଙ୍କାର ସମ୍ପତ୍ତି ଅଛି । ସୋନାମ ଆନନ୍ଦ ଆହୁଯା ବଡ ବିଜନେସମେନ ସହ ବିବାହ କରିଛନ୍ତି । ତେବେ କଣ ଆପଣ ଜାଣିଛନ୍ତି ସୋନାମ ଗୋଟେ ଫିଲ୍ମ ପାଇଁ ୬ରୁ ୭ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୪. ଆଲିଆ ଭଟ :

ଆପଣ ମାନେ ଜାଣିଛନ୍ତି ଯେ ବହୁତ କମ ବୟସରେ ମହେଶ ଭଟ ଝିଅ ଆଲିଆ ଭଟ ନିଜ ପରିଶ୍ରମ ଦ୍ଵାରା ବହୁତ ନ ପାଇଛନ୍ତି ତାଙ୍କ ଅଭିନୟ ଆଉ ମାସୁମ ଚେହେରା ଲୋକଙ୍କୁ ବହୁତ ପସନ୍ଦ ଆସୁଛି । ଆଜି ତାଙ୍କ ପାଖରେ ୭୬କୋଟି ଟଙ୍କାର ସମ୍ପତ୍ତି ଅଛି ଆଉ ସେ ଗୋଟେ ଫିଲ୍ମ କରିବା ପାଇଁ ୬ରୁ ୭ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୫. କଙ୍ଗନା ରଣାବତ :

କଙ୍ଗନା ରଣାବତ ବଲୀଉଡ ବୋଲ୍ଡ ଲେଡି ଅଟନ୍ତି ସେ କାହାକୁ ଡରନ୍ତି ନାହିଁ ତେବେ ତାଙ୍କ ନାରେ ବହୁତ କଣ୍ଟ୍ରୋଭର୍ସି ଚାଲିଥାଏ କିନ୍ତୁ ତାଙ୍କୁ କିଛି ଫରକ ପଡି ନଥାଏ । କଣ ଆପଣ ଜାଣିଛନ୍ତି ଫିଲ୍ମରେ କାମ କରି କଙ୍ଗନା ୧୦୦ କୋଟି ଟଙ୍କାର ମାଲିକାଣୀ ଅଛନ୍ତି ଆଉ କଙ୍ଗନା ଗୋଟେ ଫିଲ୍ମ ପାଇଁ ୮ରୁ ୧୦କୋଟି ଟଙ୍କା ଚାର୍ଜ କରି ଥାନ୍ତି ।

୬. ଅନୁସକା ଶର୍ମା :

ଆପଣ ମାନେ ଅନୁସକାଙ୍କୁ ବହୁତ ଭଲରେ ଜାଣିଥିବେ ତେବେ ଅନୁସକାଙ୍କ ମୋଟ ସମ୍ପତ୍ତି ୧୮୦ କୋଟି ଟଙ୍କା ଅଟେ ଆଉ ସେ ଗୋଟେ ଫିଲ୍ମ ପାଇଁ ୮ରୁ ୧୦ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୭. ଦୀପିକା ପାଦୁକୋଣ :

ଦୀପିକା ପାଦୁକୋଣ ପ୍ରସିଦ୍ଧ ବ୍ୟାଟମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋଣଙ୍କ ଝିଅ ଅଟନ୍ତି ଦୀପିକା ମଧ୍ୟ ନେସନଲ ପର୍ଯ୍ୟନ୍ତ ବ୍ୟାଟମିନାତ୍ନ ଖେଳି ଛନ୍ତି । ତେବେ ଦୀପିକାଙ୍କ ପ୍ରଥମ ଫିଲ୍ମ ଥିଲା ଓମ ଶାନ୍ତି ଓମ ଯାହା ସୁପର ହିତ ହୋଇଥିଲା ଯାହା ପରେ ତାଙ୍କ ଚାର୍ଜ ବଢି ବଢି ଗଲା ଆଉ ଆଜି ଦୀପିକା ୪୨୫ କୋଟି ଟଙ୍କାର ମାଲିକ ଅଟନ୍ତି ଆଉ ଗୋଟେ ଫିଲ୍ମ ପାଇଁ ୧୦ରୁ ୧୫ କୋଟି ଟଙ୍କା ଚାର୍ଜ କରନ୍ତି ।

Leave a Reply

Your email address will not be published. Required fields are marked *