‘Yeh Rishta Kya Kehlata Hai’ ସିରିୟଲରେ ଅଭିନୟ କରୁଥିବା ଅକ୍ଷରାର ଶାଶୂ ଗାୟତ୍ରୀ ଅସଲ ଜୀବନରେ ବହୁତ୍ Hot ଓ Bold

ବଲିଉଡ ଦୁନିଆ ଭଳି ଶିରିଏଲ୍ ଦୁନିଆ ମଧ୍ୟ ଭାରତରେ ଘରେ ଘରେ ପ୍ରଚଳିତ ଅଟେ । ତେବେ ଶିରିଏଲ୍ ଘରର ମହିଳା ମାନଙ୍କୁ ପସନ୍ଦ ହୋଇଥାଏ ସମସ୍ତେ କିଛି ନା କିଛି ଶିରିଏଲ୍ ଅବଶ୍ୟ ଦେଖନ୍ତି ଆଉ ନିଜ ପସନ୍ଦ କଳାକାରଙ୍କୁ ଅଭିନୟ କରୁଥିବାର ଦେଖି ଖୁସି ହୁଅନ୍ତି । ବହୁତ୍ ଥର ଏମିତି ମଧ୍ୟ ଦେଖା ଯାଇଛି ଯେ ନିଜ ପସନ୍ଦ କଳାକାର ମାନଙ୍କୁ ଶିରିଏଲ୍ ରେ କାନ୍ଦିବାର ଦେଖି ଦର୍ଶକ ମାନେ ଘରେ ବସି କାନ୍ଦି ଥାନ୍ତି ଆଉ ଜୀବନରେ ଦୁଃଖ ଅନୁଭବ କରିଥାନ୍ତି ତେବେ ଆପଣ ବୁଝି ପାରୁଥିବେ ଯେ ଶିରିଏଲ୍ ଲୋକଙ୍କୁ କେତେ ପ୍ରିୟ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଷ୍ଟାର୍ ପ୍ଲସ ପ୍ରସିଧ ଶିରିଏଲ୍ “ୟେ ରୀସ୍ତା କ୍ୟା କେହଲାତା ହେ” ଶାଶୂ ମା ଅଭିନୟ କରୁଥିବା ଗାୟତ୍ରୀଙ୍କୁ ଦେଖିଥିବେ ଆଉ ଭଲ ଭାବରେ ଜାଣିଥିବେ । ତେବେ ଏହି ଶିରିଏଲ୍ ଷ୍ଟାର୍ ପ୍ଲାଶ୍ରେ ଗତ ୭ ବର୍ଷ ଧରି ଚାଲିଛି ଆଉ ଲୋକେ ଆଜିବି ଏହି ଶିରିଏଲ୍ କୁ ବହୁତ୍ ପସନ୍ଦ କରନ୍ତି ସେଥିପାଇଁ ଏହାର କାହାଣୀ ଦିନକୁ ଦିନ ବଢି ବଢି ଚାଲିଛି ଆଉ ଶିରିଏଲ୍ ବନ୍ଦ ହବନି ବୋଲି ଅନୁମାନ କରା ଯାଉଛି ।

ଆପଣ ମାନେ ଏହି ଶିରିଏଲ୍ ଶାଶୂ ମା ଗାୟତ୍ରୀ ଙ୍କୁ ଦେଖିଥିବେ ଶିରିଏଲ୍ ରେ ସେ ଯେତେ ସଂସ୍କାରୀ ଅଛନ୍ତି ଅସଲ ଜୀବନରେ ସେ ସେତେ ଖୋଲା ମନ ବ୍ୟକ୍ତି ଅଟନ୍ତି ଆଉ ତାଙ୍କ ଫ୍ୟାସନ ଦେଖି ଆଜିକା ଝିଅ ମାନେ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ତାଙ୍କ ଅସଲ ନାମ୍ ସୋନାଲି ଅଟେ ଆଉ ତାଙ୍କ ଜନ୍ମ ୧୯୮୯ରେ ହୋଇଥିଲା ।

ତାଙ୍କ ବୟସ ହେଲେ ମଧ୍ୟ ସେ ଦେଖିବାକୁ ଆଜିବି ବହୁତ୍ ସୁନ୍ଦରୀ ଅଟନ୍ତି ଆଉ ତାଙ୍କ ଫ୍ୟାସନ ତାଙ୍କ ଉପରେ ବହୁତ୍ ଶୁଟ କରିଥାଏ । କଣ ଆପଣ ଜାଣିଛନ୍ତି ଶିରିଏଲ୍ ରେ ତାଙ୍କ ଅଭିନୟ ଏତେ ଶଂସ୍କାରି ଥିଲା ଯେ ସାଡ଼ି ଛଡ଼ା ସେ ଅନ୍ୟ କିଛି ପିନ୍ଧି ନାହାନ୍ତି କିନ୍ତୁ ବାହାରେ ତାଙ୍କ ହଟନେସ ଦେଖା ଯାଇଥାଏ ।

ଆପଣ ମାନେ ତାଙ୍କୁ କୌନ ସି ପାର୍ଟି ରେ ଦେଖିଲେ ଚିହ୍ନି ପାରିବେ ନାହିଁ କିନ୍ତୁ ଦେଖିବାକୁ ସେବହୁଟ ସୁନ୍ଦରୀ ସେଥିପାଇଁ ତାଙ୍କ ଉପରେ ସବୁକିଛି ସୁଟ କରିଥାଏ । ସେ ସଚିନ ସଚଦେବ ସହ ବିବାହ କରିଛନ୍ତି ଆଉ ତାଙ୍କ ଜୀବନ ବହୁତ୍ ସାମାନ୍ୟ ଭାବରେ କଟୁଅଛି ସେ ନିଜ ଜୀବନରେ ବହୁତ୍ ଶୁଖି ଅଛନ୍ତି ଏହା ତାଙ୍କ ବ୍ୟବହାର ଆଉ ତାଙ୍କ ଚେହେରା ରୁ ଜଣା ପଡ଼ିଥାଏ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *