ସିରିୟଲ ‘Yeh Hai Mohabbatein’ ର ରୁହି ୭ ବର୍ଷ ପରେ ହୋଇଯାଇଛନ୍ତି ଏତେ Hot ଓ Bold

ଏହି ସିରିଏଲ ଆସେ ଷ୍ଟାରପ୍ଲସରେ ଏହି ସିରିଏଲ ସମସ୍ତଙ୍କ ପ୍ରିୟ ସିରିଏଲ ବହୁତ ଦିନରୁ ଏହା ଲୋକ ମାନଙ୍କର ମନୋରଞ୍ଜନ କରୁଛନ୍ତି । ଏହି ସୋରେ ଯେତେବୀ ଚରିତ୍ର ଅଛନ୍ତି ସମସ୍ତଙ୍କୁ ଭରପୁର ଭଲପାଇବା ମିଳିଛି । ସେ କରନ ପଟେଲ ହୁଅନ୍ତୁ କି ଦିବ୍ୟାଙ୍କ ତ୍ରିପାଠୀ ଏଥିରେ ସମସ୍ତେ ସମସ୍ତଙ୍କୁ ଭଲପାଇବା ଦେବାର ଦେଖାଯାଉଛନ୍ତି ।

ଏଥିରେ ଗୋଟେ ଛୋଟ ଝିଅର ଚରିତ୍ର ଆମେ ଏହି ସିରିଏଲ ଆମେ ଦେଖିସାରିଛୁ । କିନ୍ତୁ ଏବେ ସେ ଏହି ସିରିଏଲରେ ଦେଖାଯାଉନାହାନ୍ତି । ସେ ଯେତେ ପର୍ଯ୍ୟନ୍ତ ଏହି ସିରିଏଲରେ କାମ କରିଛନ୍ତି । ସେ ପୁରା ସିରିଏଲରେ ବହୁତ ଚର୍ଚିତ ଥିଲେ । ଏହି ଛୋଟ ଝିଅଟି ହେଉଛି ରୋହନିକା ଧବନ ।

ରୁହାନିକା ଧବନ ମାନେ ରୁହି , ଏହି ଝିଅଟି ପାଇଁ ଈଶିତା ଓ ରମଣ ଭଲା ଏହି ସିରିଏଲରେ ଏକାଠି ହୋଇଥିଲେ । ରୁହି ଝିଅ ଥିଲା ରମଣ ଭଲା ଓ ସଗୁଣର, କିନ୍ତୁ ରୁହିର ମା ଭଳିଆ ଅନୁଭବ ହୋଇଥିଲା ଈଶିତା ସହିତ । ସେହି କାରଣରୁ ସେ ତା ଜୀବନରେ ଇଷିତାକୁ ଜାଗା ଦେଇଥିଲା ।

ରୁହିର ଚରିତ୍ର ନିଭାଉଥିବା ରୁହାନିକ ଧବନକୁ ବହୁତ ଲୋକ ପସନ୍ଦ କରୁଥିଲେ । ରୁହାନିକା ଏହି ସିରିଏଲରେ ଯେତେବେଳେ କାମ ଆରମ୍ଭ କରିଥିଲେ ସେ ବହୁତ ଛୋଟ ଥିଲେ ଓ ବହୁତ ସୁନ୍ଦର ମଧ୍ୟ । ଏବେ ଏହି ସୋକୁ ବହୁତ ବର୍ଷ ବିତି ଗଲାଣି, ଏବେ ରୁହାନିକା ବହୁତ ବଡ ହୋଇଗଲାଣି ।

ରୁହାନିକ ଭିତରେ ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ଚେହେରାରେ ବହୁତ ପରିବର୍ତନ ହୋଇଛି । ଏବେସେ ବହୁତ ବଡ ହୋଇଗଲନି, ରୁହାନିକ ଧବନ ଏହି ସିରିଏଲରେ ରୁହିର ଚରିତ୍ର କରି ବହୁତ ଚର୍ଚିତ ହୋଇଛନ୍ତି । ସେ ଏହି ସିରିଏଲରେ କରନ ଭଲାର ଝିଅ ଚରିତ୍ରରେ ବହୁତ ବର୍ଷ ହେବ ଅଭିନୟ କରିବା ପରେ  ସେ କରନ ଯାଆଁଳ ଝିଅ ଭାବେ ପୁଣି ଅଭିନୟ କରିଥିଲେ ।

ସେ ଏବେ ବଡ ହେଲେଣି ଓ ଅଧିକ ପାଠ ପଢାରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିଲାଗି ସେ ଏବେ ସିରିଏଲରେ ଆଉ କାମ କରୁ ନାହାନ୍ତି । ରୁହାନିକାର ଫ୍ୟାନ ଏବେ ତାର ଅପେକ୍ଷାରେ ଅଛନ୍ତି କେବେ ସେ ପୁଣି ଫେରିବେ । ପୁଣି ସେ କେବେ ଫେରିବେ ଓ ଆପଣ ମାନଙ୍କର ମନୋରଞ୍ଜନ କରିବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *