ସରିନି ୟୁକ୍ରେନ ସହ ଯୁଦ୍ଧ, ଫ୍ରାନ୍ସ ସହ ପରମାଣୁ ଯୁଦ୍ଧ କରିବାକୁ ଋଷ ଦେଲା ଏମିତି ଧମକ

ବନ୍ଧୁଗଣ ବର୍ତ୍ତମାନ ସମୟରେ ୟୁକ୍ରେନ ଓ ରୁଷିୟା ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଫ୍ରାନ୍ସ କୁ ଧମକ ଦେଇଛି ରୁଷିୟା । ରୁଷିଆ କହିଛି ଏଥର ତୁମ ସହ ସିଧା ସଳଖ ଯୁଦ୍ଧ କରିବି । ରୁଷିଆ ର ଏହି ମନ୍ତବ୍ୟ ପରେ ଫ୍ରାନ୍ସ ଓ ରୁଷିଆ ମଧ୍ୟରେ ଦେଖା ଯାଉଛି ଅଧିକ ତିକ୍ତତା । କାରଣ ଗତ ୩ ଦିନ ତଳେ ବିଶ୍ଵ ଉପରେ ପରମାଣୁ ବୋମା ଆକ୍ରମଣ କରିବ ବୋଲି ଫ୍ରାନ୍ସ କହିଥିଲା । ଏହାର ପ୍ରତି ଉତ୍ତର ରେ ଏମିତି ଜବାବ ଦେଉଛି ରୁଷିଆ ।

ରୁଷିଆ ର ପୂର୍ବତନ ରାଷ୍ଟ୍ରପତି ତାହା ବର୍ତ୍ତମାନର ରୁଷିଆ ସୁରକ୍ଷା ପରାଶର ଉପମୁଖ୍ୟ ଡିମିତ୍ରି ମେଢଦେୱ ଆଜି ଟ୍ବିଟ କରି ଫ୍ରାନ୍ସ କୁ ଏଭଳି ଧମକ ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ମୋଟ ଉପରେ ୟୁକ୍ରେନ ଓ ରୁଷିଆ ଅମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛି ବିଶ୍ଵ ରାଜନୀତି ଉପରେ ପାକ ବିଶ୍ଵଯୁଦ୍ଧ ସେତିକି ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ୟୁକ୍ରେନ ରେ ଦମନଲୀଳା କରୁଥିବା ରୁଷିଆ ଏବେ ଫ୍ରାନ୍ସ କୁ ରିୟଲ ୱାର ର ଧମକ ଦେଇଛି ।

ଫ୍ରାନ୍ସ ଅର୍ଥମନ୍ତ୍ରୀ ରୁଷିଆ ର ଦମନଲୀଳା ବିରୁଦ୍ଧରେ ଅର୍ଥ ନୈତିକ ଯୁଦ୍ଧ ଆରମ୍ଭ ହେବ ବୋଲି ଅହି ଥିବାରୁ ଏହାର ଜବାବ ରେ ମେଡ଼ଭେଡ ପ୍ରକୃତ ୱାର କହିଥିବା ଜଣା ପଡିଛି । ସେ ତ୍ଵିଟ କରି କହିଛନ୍ତି ଯେ ଫ୍ରାନ୍ସ ରୁଷିଆ ବିରୁଦ୍ଧରେ ଅର୍ଥ ନୈତିକ ଯୁଦ୍ଧ ଡାକରା ଦେଇଛି, ଦୟା କରି ନିଜ ଜିଭ ଉପରେ ନିୟନ୍ତ୍ରଣ କର ଜେଣ୍ଟେଲ ବି । ଏହା ସହ ମାନବ ଇତିହାସରେ ଅର୍ଥ ନୈତିକ ୱାର ସବୁବେଳେ ରିୟଲ ୱାର ର ରୂପ ନେଇଥାଏ ବୋଲି ଜମା ଭୁଲ ନାହି ବୋଲି ମନ୍ତବ୍ୟ ଦେଇଛନ୍ତି ଫ୍ରାନ୍ସ ଅର୍ଥମନ୍ତ୍ରୀ ।

ଆହୁରି ମଧ୍ୟ ଫ୍ରାନ୍ସ ଅର୍ଥମନ୍ତ୍ରୀ କହିଥିଲେ ଯେ ରୁଷିଆ ଅର୍ଥନ ନୀତିକି ଭୁସାଡାଇବା ପାଇଁ ନାଟୋ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବ । ରୁଷିଆ ଉପରେ ଲାଗୁଥିବା ସବୁ କଟକଣା ପାଇଁ ପ୍ରଭାବିତ ହେବେ ରୁଷିଆ ନାଗରିକ । ରୁଷିଆ ବିରୁଦ୍ଧରେ ଏବେ ଅର୍ଥ ନୈତିକ ଯୁଦ୍ଧ ଆରମ୍ଭ ହୋଇଥିବା କଥା ସେ କହିଥିଲେ । ଏହାର ଜବାବ ରେ ମେଡ଼ଭେୱେ ପ୍ରକୃତ ଯୁଦ୍ଧ ର ଧମକ ଦେଇଛନ୍ତି ।

ସେ ରୁଷିଆ ରେ ୨୦୦୮ ରୁ ୨୦୧୨ ଯାଏଁ ରାଷ୍ଟ୍ରପତି ରହିଥିଲେ । ଏହା ପରେ ୨୦୧୨ ରୁ ୨୦୨୦୨ ଯାଏଁ ସେ ଋଷିଆର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତେବେ ଟ୍ବିଟର ଯେଉଁ ଧମକ ଦିଆ ଯାଇଛି ତାହା ସତରେ ଯୁଦ୍ଧ ରେ ପରିଣତ ହେଉଛି କି ନାହି ତାହା ଦେଖିବାକୁ ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *