ନୂଆ ନୂଆ ବାହା ହୋଇଥିବା ସେଲିବ୍ରେଟି ମାନଙ୍କ ଛୁଆ ମାନେ ଦେଖିବାକୁ କେମିତିକା 

ଗର୍ଭବତୀ ହାବା ସବୁ ସ୍ତ୍ରୀ ମାନଙ୍କ ପାଇଁ ବହୁତ ବଡ ଖୁସି ର ଖବର ହୋଇଥାଏ ଯେଉଁ ମହିଳା ହେଲେ ମଧ୍ୟ ବିବାହ ପରେ ତା ଇଛା ହୋଇଥାଏ ଯେ ସେ ମା ହେଉ ତେବେ କିଛି ମହିଳା ମାନେ ବହୁତ ଶୀଘ୍ର ମା ହୋଇଥାନ୍ତି ଆଉ କିଛି ଲେଟରେ । ପ୍ରାୟତଃ ଅଭିନୟ ଦୁନିଆରେ ଥିବା ଲୋକମାନେ ସମୟ ଅଭାବରୁ ଛୁଆ ପାଇଁ କିଛି ଲେଟ କରିଥାନ୍ତି କିନ୍ତୁ କିଛି ସେଲିବ୍ରେଟି ଏମିତି ମଧ୍ୟ ଅଛନ୍ତି ଯିଏ ବିବାହ ପରେ ବହୁତ ଶୀଘ୍ର ମା ବାପା ହୋଇଛନ୍ତି ଆଉ ମା ହବା ପରେ ସିନେମା ଦୁନିଆ ଠାରୁ ଟିକେ ଦୂରେଇ ଯାଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମା ହେଲା ପରେ କାମ କରୁ ନାହାନ୍ତି ।

ଅର୍ପିତା :

ଆପଣ ମାନେ ଅର୍ପିତାଙ୍କୁ ଦୂର୍ଗା ସିରିଏଲେରେ ଜବରଦସ୍ତ ଅଭିନୟ କରିବାର ଦେଖିଥିବେ ସେ ବିବାହ ପରେ ମଧ୍ୟ ବହୁତ ଭଲ କାମ କରୁଥିଲେ କିନ୍ତୁ ଗର୍ଭ ଧାରଣ କରିବା ପରେ ସେ ଭଲ ଭାବରେ ସିରିଏଲକୁ ସମୟ ଦେଇ ପାରିଲେ ନାହିଁ ଆଉ ସିରିଏଲ ଛାଡି ଦେଲେ ।

ପ୍ରିୟା :

ପ୍ରିୟା ନିଜ ସମୟରେ ବହୁତ ଚଳଚିତ୍ରରେ କାମ କରିଛନ୍ତି ତାଙ୍କ ବହୁତ ସିରିଏଲ ବହୁତ ସୁପର ହିଟ ହୋଇଥିଲା କାହିଙ୍କିନା ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଥିଲା । ପ୍ରିୟା ନିଜ କେରିଅର ପାଇଁ ବହୁତ କଥା ବିଚାର କରୁଥିଲେ କିନ୍ତୁ ବିବାହ ପରେ ସେ ନିଜ ପରିବାରରେ ବ୍ୟସ୍ତ ରହିଲେ ଆଉ ଗର୍ଭବତୀ ହେଲା ପରେ ବହୁତ କିଛି ବଦଳି ଗଲା ଆଉ ସେ ଅଭିନୟ ଦୁନିଆରୁ ଦୂରେଇ ଗଲେ ।

ସ୍ଵୀଟି :

ସ୍ଵୀଟି ବହୁତ ସିରିଏଲରେ ଅଭିନୟ କରିଛନ୍ତି ଆଉ ତାଙ୍କ ସୁନ୍ଦରତା ଆଉ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନରେ ତାଙ୍କ ପାଇଁ ଗୋଟେ ଅଲଗା ସ୍ଥାନ ରଖିଛି କିନ୍ତୁ ବିବାହ ପରେ ସେ ଅଭିନୟ କରିବାକୁ ଇଛା କଲେ ନାହିଁ ଆଉ ଛୁଆ ହବା ପରେ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଗଲେ ।

ରାଲି :

ଆପଣ ମାନେ ରାଲିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ବହୁତ ଆଲ୍ବମ ଆଉ ସିରିଏଲରେ କାମ କରିଛନ୍ତି ଆଉ ତାଙ୍କ ଆଲ୍ବମ ଲୋକ ଆଜୀବ୍ୟ ଦେଖିବା ପସନ୍ଦ କରନ୍ତି ତେବେ ବିବାହ ପରେ ସେ ବହୁତ ଭଲ ଭାବରେ କାମ କରୁଥିଲେ କିନ୍ତୁ ଛୁଆ ହେଲା ପରେ ସେ ଆଉ ଅଭିନୟ କଲେ ନାହିଁ ।

ମଧୁସ୍ମିତା :

ମଧୁସ୍ମିତା ବହୁତ ସିରିଏଲରେ ବହୁତ ଭଲ ଅଭିନୟ କରିଛନ୍ତି ସେ ସାଇଡ ଅଭିନୟ କରିବା ସହ ମୁଖ୍ୟ ଅଭିନୟ ମଧ୍ୟ କରିଛନ୍ତି କିନ୍ତୁ ବିବାହ ପରେ ଛୁଆ ହେଲା ପରେ ସେ ଅଭିନୟ କଲେ ନାହିଁ ।

Leave a Reply

Your email address will not be published. Required fields are marked *