‘Tarak Mehta ka Oolta Chasma’ ର ଦୟା Real ରେ ଦେଖିବାକୁ ବହୁତ ହିଁ Hot

ଯଦି ଆପଣ ସିରିଏଲ ” ତାରକ ମେହତାକା ଉଲ୍ଟା ଚଷମା ” ଦେଖିବାକୁ ପସନ୍ଦ କରୁଛନ୍ତି । ଆଜି ଆମେ ଆଲୋଚନା କରିବା ଏକ୍ସପ୍ରେସ ନ ମହାରଥୀ  ଓ ଗରବା କୁଇନ ଦୟା ଭାବିର । ସିରିଏଲରେ ଜେଠାଲାଲ ପତ୍ନୀ ଓ ଟପୁର ମମି ରୂପରେ ଆପଣ ଦୟା ବେନକୁ ଦେଖିଛନ୍ତି । କ

ଣ ଆପଣ କେବେ ଭବିଛନ୍ତି ଅଫ ସ୍କ୍ରୀନ ଦୟା ବେନ କେମିତି ଦେଖା ଯାଉଛନ୍ତି । ବନ୍ଧୁଗଣ ଆଜି ଆମେ ଦୟା ବେନ ବିଷୟରତେ ଆଲୋଚନା କରିବା ଏହା ସହିତ ଦେଖିବେ ସେ ପରଦା ପଛରେ କେମିତି ଦେଖାଯାଉଛନ୍ତି ମାନେ ଋଏଲ ଜୀବନରେ ସେ କେମିତି ଦେଖାଯାଉଛନ୍ତି ।

ତାରକା ମେହତା କା ଉଲ୍ଟା ଚଷମା ସିରିଏଲରେ ଅବିନୟ କରୁଥିବା ଦୟାବେନର ରିଏଲ ନାମ  ଦିଶା ବକାନି ଅଟେ । ସେ କୁଳହଲ ଷୋସାଇଟିର ସବୁଠୁ ପ୍ୟାରି ଭାବି ମାନେ ଦିଶା ବକାନିର ଜନ୍ମ ଗୁଜୁରାଟରେ ହୋଇଥିଲା ।ଦିଶା ବକାନି ଏବେ ୪୧ ବର୍ଷର ଅଟେ । ଦିଶା ବକାନି ନିଜ କ୍ୟାରିଅର ଆରମ୍ଭ ଯୋଦ୍ଧା ଆକବର ଫିଲ୍ମରୁ ଆରମ୍ଭ କରିଥିଲେ ।

ସେ ଫିଲ୍ମ ଇଣ୍ଡସଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି ,  ୨୦୦୨ ରେ ଦେବଦାସ, ସାକି, ୨୦୦୮ ରେ  ଯୋଦ୍ଧା ଆକବର, ମାଧବୀ , ୨୦୧୫ ରେ ମଙ୍ଗଲ ପାଣ୍ଡେ, ଦି ରାଇଜିଙ୍ଗ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କର ଭାଗ୍ୟ ”ତାରକା ମେହତାକା ଉଲ୍ଟା ଚଷମାରୁ ହିଁ ଚମକିଲା ” ଏବେ ଦିଶା ବକାନିର ବୟସ ୪୧ ବର୍ଷ ଅଟେ ଓ ତାଙ୍କର ବିବାହ ହୋଇସାରିଛି । ତାଙ୍କର ସ୍ବାମୀଙ୍କ ନାମ ମୟୂର ପଡିଆ ଅଟେ, ସେ ତାଙ୍କୁ ୨୦୧୫ ରେ ବିବାହ କରିଥିଲେ । ତାଙ୍କର ଗୋଟେ ଝିଅ ଅଛି, ସେହି କାରଣରୁ ସେ ଏହି ସୋକୁ ଛାଡିଛନ୍ତି ।

ସେ ଗୁଜୁରାଟି ଅଟନ୍ତି, କିନ୍ତୁ ଏବେ ସେ ମୁମ୍ବାଇରେ ରହୁଛନ୍ତି ବର୍ତମାନ ସମୟରେ । ବନ୍ଧୁଗଣ ଦିଶା ଏବେ ଏହିଭଳି ଦେଖାଯାଉଛନ୍ତି ଯେମିତି ଆପଣ ଏହି ଫୋଟରେ ଦେଖାଯାଉଛନ୍ତି ।ସେ ରିଏଲ ଜୀବନରେ ବହୁତ ସୁନ୍ଦର ଅଟନ୍ତି । ସେ ବହୁତ ଷ୍ଟାଇଲିଷ୍ଟ ମଧ୍ୟ,  ଆପଣ ସମସ୍ତଙ୍କୁ ଅପେକ୍ଷା ଥିବ ଦୟା ଭାବିର ତାରାକ ମେହତାକା ଉଲ୍ଟା ଚଷମାରେ ପୁଣି ଆସିବାକୁ କିନ୍ତୁ ଇଏ କେବେ ଆସିବେ ଆସୁଥିବା ସମୟ ହିଁ କହିବ । ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଲେ କମେଣ୍ଟ ମାଧ୍ୟମରେ ମତାମତ ଦେବେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *