
ସହିଦ ରତନ ଲାଲଙ୍କ ପରିବାର ପାଇଁ ସାହାଯ୍ୟର ହାତ ବଢାଇଲେ ଲୋକ, ଏହି ଆଇପିଏସ ଶେୟାର କରିଛନ୍ତି ତାଙ୍କ ବ୍ୟାଙ୍କ ଡିଟେଲ
ଦିଲ୍ଲୀ ହିଂସାରେ ମରିବା ଲୋକଙ୍କର ସଂଖ୍ୟା ୪୧ ହୋଇଯାଇଛି । ହିଂସାଗ୍ରସ୍ତ ଇଲାକାରେ ଡିୟୁଟି କରୁଥିବା ପୋଲିସଙ୍କର ହେଡ କଂଷ୍ଟେବଳ ରତନ ଲାଲଙ୍କର ଗୋଳି ବାଜି ମୃତ୍ୟୁ ହୋଇ ଯାଇଥିଲା । ଯେଉଁ ଥାନାରେ ରତନ ଲାଲଙ୍କର ନିଯୁକ୍ତି ଥିଲା ,ସେଠାରେ …
ଆହୁରି ପଢନ୍ତୁ